କପିଳାସିଆ Kapiḻāsiā

  • ଦେ. ବିଣ. — କପିଳାସସମ୍ବନ୍ଧୀୟ — Pertaining to the Kapiḻāsa hills
  • ଦେ. ବିଣ. — (କଟକ ଜିଲ୍ଲା) କପିଳାସ ପର୍ବତ ଥିବା ଅଞ୍ଚଳ ବା କଟକର ଉତ୍ତର ପଶ୍ଚିମ ଦିଗରେ ଦେଖା ଯାଉଥିବା (ବିଜୁଳି) — (lightning) Appearing in the direction of the Kapiḻāsa hills