କପିଳାସିଆ ବିଜୁଳି Kapiḻāsiā bijuḻi

  • ପ୍ରାଦେ. (କଟକଜିଲ୍ଲା) ବି — ଉତ୍ତର ପଶ୍ଚିମ ଅଞ୍ଚଳରେ ମାରିବା ବିଜୁଳି — Lightning-flashes appearing in the north-west
  • ପ୍ରାଦେ. (କଟକଜିଲ୍ଲା) ବି — [ଦ୍ର—ଏ ବିଜୁଳି ଶୀଘ୍ର ବର୍ଷା ହେବାର ସୂଚକ।]