କପିଶା Kapiṡā

  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ମଦ୍ୟବିଶେଷ — The name of a wine
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ନଦୀବିଶେଷ — The name of a river
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ସୁବର୍ଣ୍ଣରେଖା ନଦୀ — The river Subarṇṇarekhā
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ଯାମ୍ୟେ ଯାର ଋଷିକୁଲ୍ୟା, କପିଶା ଉତ୍ତରେ। ରାଧାନାଥ. ମହାଯାତ୍ରା।
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ମେଦିନୀପୁରର ଦକ୍ଷିଣରେ ଥିବା କଂସାଇ ନଦୀ — The Cossai river in Midnapur
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — [ଦ୍ର—ଏ ନଦୀକୁ ପାରି ହୋଇ ରଘୁ ଉତ୍କଳ ଦେଶକୁ ଯାଇଥିଲେ.]
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ମାଧବୀ ଲତା — The name of a flowering creeper
  • ସଂ. ବି. ସ୍ତ୍ରୀ (କପିଶ+ସ୍ତ୍ରୀ. ଆ) — ପିଶାଚମାତା — The mother of the Demons