କପଟୀ Kapaṭī
- ସଂ. ବିଣ. ପୁଂ. (କପଟ=ଶଠତା+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଶଠ — Fraudulent; cheat; deceitful
- ସଂ. ବିଣ. ପୁଂ. (କପଟ=ଶଠତା+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଧୂର୍ତ୍ତ — Insidious; roguish
- ସଂ. ବିଣ. ପୁଂ. (କପଟ=ଶଠତା+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ଅନ୍ତର୍ଭାବ ଗୋପନକାରୀ — Hypocritical