କପଟଲେଖ୍ୟ Kapaṭalekhya

  • ସଂ. ବି. (ମ. ପ. ଲୋ; କପଟ+ଲେଖ୍ୟ) — ଯେଉ ଦଲିଲରେ ଲେଖକ ଅନ୍ୟର ଲେଖାକୁ ଅନୁକରଣ କରି ଲେଖିଥାଏ; ଜାଲ୍ ଦଲିଲ — A forged document; a document with feigned handwriting