କପଟିବା Kapaṭibā

  • ଦେ. କ୍ରି. (ପଦ୍ଯ) (ସଂ. କପଟୀ) — ଛଳ କରିବା — To deceive
  • ଦେ. କ୍ରି. (ପଦ୍ଯ) (ସଂ. କପଟୀ) — ଜୟ ବଳିକି କପଟିଲ ମୂରାରି; ଖୂର୍ପ ତ୍ରିବିକ୍ରମ ସ୍ରୁବ ସ୍ରୁବଧାରୀ। ପ୍ରାଚୀ. ରସବାରିଧି।