କପଡ଼ାଛଣା Kapaṟḍ̠āchhaṇā

  • ଦେ. ବି — କନାରେ ଛଣା ହୋଇଥିବା ଗୁଣ୍ଡ ପଦାର୍ଥ — Any powder strained through a piece of cloth
  • ଦେ. ବିଣ — କନାରେ ଛଣା ହୋଇଥିବା — Strained through a piece of cloth