କନ୍ୟା Kanyā
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ତନୟା, ଆତ୍ମଜା; ଝିଅ; ଦୁହିତା — Daughter
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ଏମନ୍ତେ ତାର ପାଞ୍ଚ ସୁତ ବେନି କନ୍ଯାର ମଧ୍ୟେ ଜାତ। ଜଗନ୍ନାଥ. ଭଗବତ।
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ଦଶବର୍ଷବୟସ୍କା ଅବିବାହିତା ବାଳିକା — A maiden in her 10th. year
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ଅବିବାହିତା ବାଳିକା — Virgin; maiden
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ନବବିବାହିତା ବାଳିକା — 3. Bride
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ବିବାହାର୍ଥ ମନୋନିତା କନ୍ଯା — Bride-elect
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — (ବୈଦ୍ଯକ) ଘୃତକୁମାରୀ; ଘିକୁଆଁରୀ ଗଛ — Aloe Indica
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — (ବୈଦ୍ଯକ)—ବନ୍ଧ୍ୟା କର୍କୋଟିକୀ; ଅଷାଢ଼ୁଆ — Memordica Disiciamele
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — ଦୁଇ ଚରଣ ଓ ଚାରି ଅକ୍ଷରବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — A Sanskrit metre having two feet of four letters each
- ସଂ. ବି. ସ୍ତ୍ରୀ—(କନ୍ ଧାତୁ= ଅଭିଳାଷ କରିବା+କର୍ମ. ଯ+ସ୍ତ୍ରୀ. ଆ; ଯାହାକୁ ବିବାହାର୍ଥ ଅଭିଳାଷ କରାଯାଏ; କିମ୍ବା କମ୍ ଧାତୁ=ବାଛିବା+କର୍ତ୍ତୃ. ଯ+ଆ; ଯେ ବର ବାଛେ) — କନ୍ଯରାଶି; ଜ୍ୟୋତିଷଶାସ୍ତ୍ରୋକ୍ତ ଷଷ୍ଠ ରାଶି — The sixth solar mansion of Hindhu astronomy; the sign of Virgo
- ଦେ. ବି. — କନିଆଁ (ଦେଖ) — Kaniāñ (See)