କନ୍ୟା କରିବା Kanyākaribā

  • ଦେ. କ୍ରି. — କୌଣସି ବିବାହଯୋଗ୍ୟ ବରପାତ୍ର ନିମନ୍ତେ କନ୍ଯା ନିର୍ବାଚନ କରିବା — To select or propose a bride for a marriageable male