କନକମୟ Kanakamaya

  • ସଂ. ବିଣ (କନକ+ବିକାରାର୍ଥେ. ମୟ) — ସ୍ୱର୍ଣ୍ଣମୟ; ସ୍ୱର୍ଣ୍ଣନିର୍ମିତ — Golden; made of gold
  • ସଂ. ବିଣ (କନକ+ବିକାରାର୍ଥେ. ମୟ) — ସ୍ୱର୍ଣ୍ଣାଭ — Of golden colour