କନକରେତା Kanakaretā

  • ସଂ. ବି. (ବହୁବ୍ରୀହି; କନକ+ରେତଃ) — ଅଗ୍ନି — Fire
  • ସଂ. ବି. (ବହୁବ୍ରୀହି; କନକ+ରେତଃ) — କନକରେତାକୁ ପତଙ୍ଗ ପାଇ। ଦୀନକୃଷ୍ଣ, ରସକଲ୍ଲୋଳ।