କନକସ୍ନାନ Kanakasnāna

  • ସଂ. ବି — ରାଜମାନେ ସିଂହାସନରେ ବସିବା ପୂର୍ବରୁ ମନ୍ତ୍ରୋଚ୍ଚରଣପୂର୍ବକ ଯେଉଁ ସ୍ନାନ କରନ୍ତି — Shower-bath administered to kings on their accession to the thorne
  • ସଂ. ବି — [ଦ୍ର—ଏହି ସ୍ନାନ କନକଘଟରେ ଜଳଦ୍ୱାରା ଯଥାବିଧି ସମାହିତ ହୁଏ।]
  • ଦେ. ବି. (ବ୍ୟଙ୍ଗ୍ୟ) — କନକମୁଦ୍ରାରେ ସ୍ନାନରୂପ ପୁରସ୍କାର; କୌଣସି ବ୍ଯକ୍ତି ଗୁଡ଼ିଏ ସୁନା ମଉଡ଼ ଉପହାର ପାଇବା — (ironical) A shower-bath of gold coins; a present of gold coins