କନକନ ହେବା Kanakana hebā

  • ଦେ. କ୍ରି. — ବ୍ୟାକୁଳ ହେବା; ଦୁଃଖରେ ଚଞ୍ଚଳ ହେବା — To be restless in grief
  • ଦେ. କ୍ରି. — ସନ୍ଦେହରେ ଅସ୍ଥିର ହେବା — To be restless in suspicion
  • ଦେ. କ୍ରି. — ଧକ୍ ଧକ୍ ବିନ୍ଧିବା (ଘାଆ, ବଥ ଆଦି) — To smart with pain