କନକଗୋରୀ Kanakagorī

  • ଦେ. ବିଣ. ସ୍ତ୍ରୀ. (ସଂ. କନକ+ଗୌରୀ) — ସୁନା ପରି ଗୌରବର୍ଣ୍ଣା (ସ୍ତ୍ରୀ) — (woman) Of bright yellow complexion; of golden complexion