କନକକୂଟ Kanakakūṭa

  • ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) — ପର୍ବତବିଶେଷ — Name of a mountain
  • ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) — କନକକୂଟଗିରିରୁ ଉଇଁ ଆସୁଛଇଁ—ବିଷ୍ଣୁକେଶରୀ ପୁରାଣ।
  • ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) — କୌଳାସର ଶୃଙ୍ଗବିଶେଷ — A peak of the Everest
  • ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) — [ଦ୍ର—ପୌରାଣିକ କଥା ଅଛି ଯେ ପବନ ଓ ଗରୁଡ଼ର କଳିରେ ଏହି ହେମକୂଟ ବା କନକକୂଟ ଛିଡ଼ି ଉଡ଼ି ଯାଇ ସମୁଦ୍ରରେ ପଡ଼ିବାରୁ ଲଙ୍କା ବା ସିଂହଳ ଦ୍ୱୀପ ହୋଇଥିଲା।]
  • ସଂ. ବି. (ବହୁବ୍ରୀହି; କନକ+କୂଟ=ଶୃଙ୍ଗ) — ସୁମେରୁ ପର୍ବତ — The mythological mountain Sumeru