କନକଚମ୍ପା Kanakachampā
- ଦେ. ବି. (ସଂ. କନକଚମ୍ପକ) — ଏକ ପ୍ରକାର ସୁଗନ୍ଧ ଫୁଲ ଓ ତାହାର ଗଛ — The name of a tree and its sweet scented flower; Pterospermum Acerifolium
- ଦେ. ବି. (ସଂ. କନକଚମ୍ପକ) — ଏକ ଜାତୀୟ ଧାନ — A kind of paddy
- ପ୍ରାଦେ. (ସମ୍ବଲପୁର) ବି. — କନିଅର (ଦେଖ) — Kaniara (See)