କନକଦୁର୍ଗା Kanakadurgā
- ସଂ. ବି. (ମ ପ. ଲୋ; କନକ+ଦୁର୍ଗା) — ସୁନାରେ ତିଆରି ଦୁର୍ଗାପ୍ରତିମା — An golden image of the Goddess Durgā
- ସଂ. ବି. (ମ ପ. ଲୋ; କନକ+ଦୁର୍ଗା) — (ଲକ୍ଷାଣାର୍ଥ) ଗୌରବର୍ଣ୍ଣା ଓ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ — (figurative) A very beautiful Woman of golden complexion