କଥନୀୟ Kathanīya

  • ସଂ. ବିଣ. (କଥ୍ ଧାତୁ+କର୍ମ. ଅନୀୟ) — ଉଲ୍ଲେଖଯୋଗ୍ୟ; କହିବାର ଯୋଗ୍ୟ — Fit to be said or mentioned
  • ସଂ. ବିଣ. (କଥ୍ ଧାତୁ+କର୍ମ. ଅନୀୟ) — ବକ୍ତବ୍ୟ — To be told or declared
  • ସଂ. ବିଣ. (କଥ୍ ଧାତୁ+କର୍ମ. ଅନୀୟ) — ବର୍ଣ୍ଣନୀୟ — Describable