କଥଞ୍ଚିତ୍ Kathan̄chit

  • ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିତ୍) — କି ପ୍ରକାରେ; କି ଉପାୟରେ — How; by what means
  • ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିତ୍) — ଯେ କୌଣସି ଉପାୟରେ; ଯେନକେନ ପ୍ରକାରେ — Any how; some how
  • ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିତ୍) — ଅତି କଷ୍ଟରେ — With much difficulty
  • ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିତ୍) — ଅତି ସାମାନ୍ୟ ପ୍ରକାରେ — Very slightly