କଥା ଉଠାଇବା Kathā uṭhāibā

  • ଦେ. କ୍ରି — ପ୍ରସ୍ତାବ କରିବା — To propose
  • ଦେ. କ୍ରି — ଦୋଷ ପ୍ରଚାର କରିବା — To spread ill of something
  • ଦେ. କ୍ରି — କୌଣସି ଗୋଟିଏ ବିଷୟ ପ୍ରକାଶ ଓ ବ୍ୟାପ୍ତ କରିବା — To give out a matter and spread it