କଥଂକଥା Kathaṁkathā
- ଦେ. ବି. (ସଂ. କଥ ଧାତୁ) — କେବଳ କଥା (କାର୍ଯ୍ୟ ନୁହେ) — Mere talk; verbosity
- ଦେ. ବି. (ସଂ. କଥ ଧାତୁ) — କଥୋପକଥନ; ଅନ୍ଯୋଽନ୍ୟରେ କଥାବାର୍ତ୍ତା — Mutual talking; conversation
- ଦେ. ବି. (ସଂ. କଥ ଧାତୁ) — ବୃଥା ଗପ — Useless talk
- ଦେ. କ୍ରି. ବିଣ. — କଥାବାର୍ତ୍ତା ହେଉ ହେଉ — While talking or engaged in talk
- ଦେ. କ୍ରି. ବିଣ. — କଥାପ୍ରସଙ୍ଗରେ — In the course of conversation