କଣେଇବା Kaṇeibā

  • ଦେ. କ୍ରି. (ସଂ. କୋଣ) — ନେତ୍ରକୋଣରେ ଚାହିଁବା; କଟାକ୍ଷଦୃଷ୍ଟି କରିବା — To cast a sidelong glance
  • ଦେ. କ୍ରି. (ସଂ. କୋଣ) — ଏକ କୋଣକୁ ଅପସରିବା — To move to a side
  • ଦେ. କ୍ରି. (ସଂ. କୋଣ) — କର୍ଣ୍ଣମାର୍ଗରେ ଗତି କରିବା — To move diagonally
  • ଦେ. କ୍ରି. (ସଂ. କୋଣ) — ଅଣେଇବା — To incline; to lean to one side