କଣ୍ଟ Kaṇṭa

  • ଦେ. ବି. — ନିରୂପିତ ସମୟ — Fixed time; appointed time
  • ଦେ. ବି. — ମିଆଦି; ସମୟର ଅବଧି — Time-limit
  • ଦେ. ବି. — ଆଜହୁଁ ଦୁଇ ମାସ କଲି ମୁହିଁ କଣ୍ଟ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. — ନିରୂପିତ ପରିମାଣ — Fixed quantity
  • ଦେ. ବି. — ମାପ; ପରିମାଣ — Measure
  • ପ୍ରାଦେ. (ଗଡ଼ଜାତ) ବି. — ଗୁଡ଼ ରଖିବାର ବଣା — An earthen pot for holding molasses