କଣ୍ଟ କରିବା Kaṇṭa karibā

  • ଦେ. କ୍ରି. — କୌଣସି କର୍ଯ୍ୟ ପାଇଁ ଆଗରୁ ସମୟ ନିରୁପଣ ବା ନିର୍ଦ୍ଧାରଣ କରିବା — To fix a time beforehand; to appoint a time
  • ଦେ. କ୍ରି. — ଦକ୍ଷିଣା ନ ଦେଇ ଯେ କଣ୍ଟ କରୁ ଥାଇ। ପୀତାମ୍ବର, ନୃସିଂହପୁରାଣ।
  • ଦେ. କ୍ରି. — ବଧୂକୁ ପିତ୍ରାଳୟରୁ ଆଣିବା ପାଇଁ କନ୍ୟାପକ୍ଷୀୟ ମୁରବୀମାନଙ୍କ ସଙ୍ଗେ (ସ୍ୱାମୀପକ୍ଷୀୟ ଅଭିଭାବକ) ଦିନ ସ୍ଥିର କରିବା — (a guardian of the husband) To fix a date for bringing the wife home in consultation with the guardian of the wife