କଟମଟ Kaṭamaṭa

  • ଦେ. ଅ (ସଂ. କଟ ଧାତୁ=ପ୍ରକଟନ ଓ ମଟ ଧାତୁ=ଦମ୍ଭ) — ଅନୁକରଣ ଶବ୍ଦବିଶେଷ — An onomatopiœc sound
  • ଦେ. ଅ (ସଂ. କଟ ଧାତୁ=ପ୍ରକଟନ ଓ ମଟ ଧାତୁ=ଦମ୍ଭ) — ଦମ୍ଭ ପ୍ରକାଶ ପୂର୍ବକ ଚକ୍ଷୁ ବିସ୍ତାର କରି ଚାହିଁବା — Steady gaze denoting effrontery
  • ଦେ. ବିଣ — କଷ୍ଟ; ଦୁର୍ବୋଧ୍ୟ — Difficult; abstruse
  • ଦେ. ବିଣ — ଗଣ୍ଠିଆ — Knotty