କଟଭୀ Kaṭabhī

  • ସଂ. ବି. ସ୍ତ୍ରୀ — ଜ୍ୟୋତିଷ୍ମତୀ ଲତା — A phosphorescent creeper emitting light in the night; cardiospermum Halicacabum
  • ସଂ. ବି. ସ୍ତ୍ରୀ — ଫୁଟିଫୁଟିକା ଗୁଳ୍ମ (ଗଛ) — Staff-tree; cardiospermum; Halicacabum
  • ସଂ. ବି. ସ୍ତ୍ରୀ — [ଦ୍ର—ଏହା କୁଟ ତିକ୍ତ, ସାରକ, କଫ ଓ ବାୟୁନାଶକ; ଏହା ଉଷ୍ଣବୀର୍ଯ୍ୟ, ବମନକାରକ, ତୀକ୍ଷ୍ଣ, ଏବଂ ବୁଦ୍ଧି ଓ ସ୍ମୃତି ପ୍ରଦ।]