କଟବନ୍ଧକ Kaṭabandhaka

  • ଦେ. ବି — ଜମିର ଆୟରୁ କେତେକ ବର୍ଷ ମିଆଦରେ ଋଣର ସୁଧ ଓ ଅସଲ କ୍ରମେ କ୍ରମେ ପରି— ଶୋଧ ହେବ, ଏହି ସର୍ତ୍ତରେ ମହାଜନ ନିକଟରେ ଭୂମି ଆବଦ୍ଧ ହେବା — Usufructuary mortgage by which the captial and the interest are fully liquidated from year to year out of the income of the mortgaged property in the course of a fixed period of time
  • ଦେ. ବି — ଉପରୋକ୍ତ ଆବଦ୍ଧପତ୍ର — A kind of mortgage bond