କଚିରି Kachiri

  • ବୈଦେ. ବି. (ଆ. କଚହରୀ) — ବିଚାରାଳୟ — Public court; court of justice
  • ବୈଦେ. ବି. (ଆ. କଚହରୀ) — ରାଜକୀୟ କାର୍ଯ୍ୟାଳୟ ବା ଦରବାର; ଅଫିସ୍ — Public office
  • ବୈଦେ. ବି. (ଆ. କଚହରୀ) — ଜମିଦାରଙ୍କ ଖଜଣାଅସୁଲ ଘର — Zamindar's collection office
  • ବୈଦେ. ବି. (ଆ. କଚହରୀ) — [ଦ୍ର—ଭିନ୍ନ ଭିନ୍ନ ବିଷୟ ବୁଝା ଯାଉଥିବା କଚିରିମାନଙ୍କର ନାମ ଭିନ୍ନ ଭିନ୍ନ; ଯଥା—କିଲଟରି, ଅଦାଲତ, ସେଟଲ୍ମେଣ୍ଟ]