କଚିରି ଘର Kachiri ghara

  • ଦେ. ବି — ଜମିଦାରମାନଙ୍କର ଖଜଣା ଅସୁଲ କରିବା କର୍ମଚାରୀମାନଙ୍କ ପାଇଁ ନିର୍ମିତ ଗୃହ — The cutcheri house of Zamindars for accomodating persons collecting rent
  • ଦେ. ବି — ରାଜକୀୟ କାର୍ଯ୍ୟାଦି ଯେଉଁ ଘରେ ହୁଏ; ସାଧାରଣ କାର୍ଯ୍ୟାଳୟ — A public office