କଚାଡ଼ି ହେବା Kachāṟḍ̠i hebā
- ଦେ. କ୍ରି. — ଅତି ବିରକ୍ତ ହୋଇ ନିଜର ଅଙ୍ଗମାନ ଭୂମିରେ ବାଡ଼େଇବା — To strike one's limbs on the ground angrily
- ଦେ. କ୍ରି. — ଭୂମିରେ କଚଡ଼ା ଖାଇବା — To fall on the ground with a slip
- ଦେ. କ୍ରି. — କଚାଡ଼ି ହୋଇ ମହୀତଳରେ ପଡ଼ିଲେ ଚାରିଗଣ୍ଠି ଚକିକି ମେଞ୍ଚା କରି ଦେଲେ। କୃଷ୍ଣସିଂହ, ମହାଭାରତ, ଅନୁଶାସନ।