କଚାଡ଼ିବା Kachāṟḍ̠ibā
- ଦେ. କ୍ରି — ଉର୍ଦ୍ଧ୍ୱକୁ ଟେକି ଜୋରରେ ତଳକୁ ନିକ୍ଷେପ କରିବା — To throw down with force; to dash down
- ଦେ. କ୍ରି — ଦମ୍ଭରେ ଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ। କବିସୂର୍ଯ୍ୟ—ସଙ୍ଗୀତ।
- ଦେ. କ୍ରି — (ମେଘ ବରଷିବାରେ ମାତ୍ରେ ପ୍ରୟୋଗ) ମୁଷଳ ଧାରାରେ ବର୍ଷିବା — To rain cats and dogs
- ଦେ. କ୍ରି — (ଯଥା— ଆଜି ମେଘ ଶିଳଶାଳ ପଥର କଚାଡ଼ିଲା।)