କଙ୍କର Kaṅkara
- ସଂ. ବି. (କଂ = ଶବ୍ଦାନୁକରଣ ଧ୍ୱନି+କୃ ଧାତୁ = କରିବା +କର୍ତ୍ତୃ. ଅ; ତୁଳ. ଇଂ. କଙ୍କ୍ରିଟ୍) — ବାଲିଗରଡ଼ା; ସାନ ଗୋଡ଼ି — Concrete; gravel; pebbles; grit
- ସଂ. ବି. (କଂ = ଶବ୍ଦାନୁକରଣ ଧ୍ୱନି+କୃ ଧାତୁ = କରିବା +କର୍ତ୍ତୃ. ଅ; ତୁଳ. ଇଂ. କଙ୍କ୍ରିଟ୍) — (କଂ=ଜଳ+କୃ ଧାତୁ+କର୍ତ୍ତୃ. ଅ)— ତକ୍ର; ଘୋଳ ଦହି — Churned sour milk
- ସଂ. ବିଣ. — କର୍କଶ — Rough; having grating sound