କଙ୍କମୁଖ Kaṅkamukha

  • ସଂ. ବି. (ବହୁବ୍ରୀହି; କଙ୍କ+ମୁଖ; କଙ୍କର ମୁଖ ପରି ମୁଖ ଯାହାର) — ଚିମୁଟା; ସଣ୍ଡୁଆସି — A pair of tongs; pincers
  • ସଂ. ବି. (ବହୁବ୍ରୀହି; କଙ୍କ+ମୁଖ; କଙ୍କର ମୁଖ ପରି ମୁଖ ଯାହାର) — ସୁଶ୍ରୁତ ବର୍ଣ୍ଣିତ ଶଲ୍ୟୋଦ୍ଧାରକ ଯନ୍ତ୍ରବିଶେଷ — A pair of surgical forceps for extracting nails from the body