କଙ୍କମାଳା Kaṅkamāḻā

  • ସଂ. ବି. (କଙ୍କ=କରଚାପଲ୍ୟ+ମଳ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ଆ) — କରତାଳ ବାଦ୍ୟ (ଜ୍ଞାନେନ୍ଦ୍ର) — A kind of clapping musical instrument