କଙ୍କା Kaṅkā

  • ସଂ. ବି. ସ୍ତ୍ରୀ — (ନାମ) ଉଗ୍ରସେନଙ୍କ କନ୍ଯା (ଏ ବସୁଦେବଙ୍କ ଭାଇଙ୍କୁ ବିବାହ କରିଥିଲେ) — The daughter of Ugrasena
  • ସଂ. ବି. ସ୍ତ୍ରୀ — ଶ୍ରୀଖଣ୍ଡ; ଶ୍ୱେତଚନ୍ଦନ — White sandal
  • ସଂ. ବିଣ. ସ୍ତ୍ରୀ. (କଙ୍କ+ଆ) — ସୁଖଦାୟିନୀ (ପ୍ରକୃତିବାଦ) — Giving pleasure or happiness