କକରଶ Kakaraṡa

  • ଗ୍ରା. ବିଣ (ସଂ. କର୍କଶର ଅଶୁଦ୍ଧ ଉଚ୍ଚାରଣ) — କର୍କଶ — Harsh; grating
  • ଗ୍ରା. ବିଣ (ସଂ. କର୍କଶର ଅଶୁଦ୍ଧ ଉଚ୍ଚାରଣ) — ଟାଣୁଆଁ — Hard
  • ଗ୍ରା. ବିଣ (ସଂ. କର୍କଶର ଅଶୁଦ୍ଧ ଉଚ୍ଚାରଣ) — ଜ୍ୱର ଆଦି ରୋଗ ଆକ୍ରମଣ କରିବା ପୂର୍ବରୁ ଭିଡ଼ି ମୋଡ଼ି ହେବା (ଦେହ) — Feeling sickly (before an attack of fever); indisposed
  • ଗ୍ରା. ବି — ଜ୍ୱରଆଦି ରୋଗ ଆକ୍ରମଣ କରିବା ପୂର୍ବରୁ ଦେହ ଭିଡ଼ି ମୋଡ଼ି ହେବା ଅବସ୍ଥା — A feeling of sickliness before an attack of fever
  • ଗ୍ରା. ବି — ଖରାପ ଭାବ — Ill-feeling
  • ଗ୍ରା. ବି — ମନରେ ଅଛି କକରଶ, ମିଛେ ବୋଲେ ବନ୍ଧୁ ବସ ବସ—ଢଗ।