କକର୍ଶ ହେବା Kakarṡa hebā

  • ଦେ. କ୍ରି — (ଦେହ) ଜ୍ୱର ଆକ୍ରମଣ ପୂର୍ବରୁ ମୋଡ଼ି ଭିଡ଼ି ହେବା — To feel indisposed and uneasy before an attack of fever
  • ଦେ. କ୍ରି — (ଯଥା—ମୋ ଦିହଟା ଆଜି କକର୍ଶ ହେଉଛି।)