କକଡ଼ାଶୃଙ୍ଗୀ Kakaṟḍ̠āṡṛuṅgī

  • ଦେ. ବି. (ସଂ. କର୍କଟଶୃଙ୍ଗୀ) — ଭାରତର ଉତ୍ତର— ପଶ୍ଚିମ ପ୍ରାନ୍ତର ବୃକ୍ଷବିଶେଷ। ଏହାର ପତ୍ରରେ ଏକଜାତୀୟ ପୋକ 8।9 ଆଙ୍ଗୁଳ ଲମ୍ବା ଛେଳିଶିଙ୍ଗ ଭଳି ଗୋଟିଏ ଆବୁ (gall) ତିଆରି କରନ୍ତି। ଏହା ଔଷଧରେ ବ୍ଯବହୃତ ହୁଏ ଓ ଏହି ଆବୁର ନାମ କକଡ଼ାଶୃଙ୍ଗୀ — ଭାରତର ଉତ୍ତର— ପଶ୍ଚିମ ପ୍ରାନ୍ତର ବୃକ୍ଷବିଶେଷ ଏହାର ପତ୍ରରେ ଏକଜାତୀୟ ପୋକ89ଆଙ୍ଗୁଳ ଲମ୍ବା ଛେଳିଶିଙ୍ଗ ଭଳି ଗୋଟିଏ ଆବୁ (gall) ତିଆରି କରନ୍ତି ଏହା ଔଷଧରେ ବ୍ଯବହୃତ ହୁଏ ଓ ଏହି ଆବୁର ନାମ କକଡ଼ାଶୃଙ୍ଗୀ— Rhus Succedanea; Pistacia; Īntegerimma
  • ଦେ. ବି. (ସଂ. କର୍କଟଶୃଙ୍ଗୀ) — [ଦ୍ର—ଏହା କଷାୟ, ତିକ୍ତରସ, ଉଷ୍ଣବୀର୍ଯ୍ୟ; ଏହା କଫ, ବାୟୁ, କ୍ଷୟ, ଜ୍ୱର, ଶ୍ୱାସ, ଊର୍ଦ୍ଧ୍ୱବାତ, ତୃଷ୍ଣା, କାଶ, ହିକ୍କା, ଅରୁଚି ଓ ବମନ ନାଶ କରେ। ଏହାର ଅଧିକ ମାତ୍ରା ବିଷାକ୍ତ। ଏହାର ଚୂର୍ଣ୍ଣକୁ ଦୁଗ୍ଧ ସଙ୍ଗେ ସେବନ କରି ଦୁଗ୍ଧ, ଘୃତ ଓ ଚିନି ମିଶ୍ରିତ ଅନ୍ନ ଭୋଜନ କଲେ ସ୍ତ୍ରୀସମ୍ଭୋଗରେ ବୃକ୍ଷଭ ପରି ବଳ ଆସେ।]