କକରଥନା Kakarathanā

  • ଗ୍ରା. ବିଣ (ସଂ. କଦର୍ଥନା) — ବ୍ୟାକୁଳ; ବିକଳ — Distracted
  • ଗ୍ରା. ବି. — ବ୍ୟାକୁଳତା; ଯନ୍ତ୍ରଣା; କଷ୍ଟ; ଦୁଃଖ — Distraction; anguish