କଏବାର Kaebāra

  • ଦେ. (ପ୍ରାଚୀନ ପଦ୍ଯ) ବି — ସ୍ତୁତିପାଠ; ଜେଜେକାର; ଯଶୋଗାନ — Recital of praise; Eulogizing; panegyrics
  • ଦେ. (ପ୍ରାଚୀନ ପଦ୍ଯ) ବି — ଯାତ୍ରାବେଳେ କଏବାର କରନ୍ତିଟି ନାରୀ—ସାରଳା, ମହାଭାରତ, ବିରାଟ।
  • ଦେ. (ପ୍ରାଚୀନ ପଦ୍ଯ) ବି — ସ୍ତୁତିପାଠକ; ଭାଟ — Herald; bard