କଏ Kae

  • ପ୍ରାଦେ. (ସମ୍ବଲପୁର) ସର୍ବ. (ସଂ. କିମ୍) ପ୍ରଶ୍ନାର୍ଥକ — କି; କଅଣ; କେଉଁ? — What; which?
  • ପ୍ରାଦେ. (ସମ୍ବଲପୁର) ସର୍ବ. (ସଂ. କିମ୍) ପ୍ରଶ୍ନାର୍ଥକ — (ଯଥା—ଶିଶୁଙ୍କୁ ପ୍ରଶ୍ନ—ନଏଦ୍ ତରାତରା କଏ ଗଛ? କହ; ଏଥିର ଉତ୍ତର—'କହ'(=ଅର୍ଜୁନ ଗଛ)।)