କକଟୀ Karkaṭī
- ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) — ମାଈ କଙ୍କଡ଼ା — Female crab
- ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) — କାକୁଡ଼ି ଫଳ — Cucumber; Cucumis Utilissimus
- ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) — କଳସି; ଘଡ଼ି; ଲୋଟା; ଢାଳ — A small water jar or jug
- ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) — ସର୍ପୀବିଶେଷ; କଟକଟିଆ ନାଗୁଣୀ — A kind of female serpent emitting a rattling sound