ଓଡ଼ାଙ୍କ Or̲ḍ̠āṅka

  • ଦେ. ବି. (ସଂ. ଶ୍ରେଢ଼ୀ) — (ଗଣିତ) କ୍ରମବୃଦ୍ଧିମୂଳକ ରାଶିଘଟିତ ଗଣିତ; ନିର୍ଦ୍ଦିଷ୍ଟ ନିୟମରେ ମୂଳ ଅଙ୍କ ସଙ୍ଗେ କ୍ରମ ଉଚ୍ଚ ସଂଖ୍ୟାମାନଙ୍କର ମିଶାଣ — (mathematics) Arithmetical progression; addition of successive numbers to a certain original number
  • ଦେ. ବି. (ସଂ. ଶ୍ରେଢ଼ୀ) — ନିର୍ଦ୍ଦିଷ୍ଟ ନିୟମରେ ମିଶାଯାଇଥିବା କ୍ରମୋର୍ଦ୍ଧ୍ୱ ଅଙ୍କମାନଙ୍କର ସମଷ୍ଟି — The ultimate number resulting from the addition of some progressive numbers
  • ଦେ. ବି. (ସଂ. ଶ୍ରେଢ଼ୀ) — (ଯଥା— 1+2=3; 3+3=6; 6+4=1; 1+5=15 ; ଶେଷ ମିଶାଣରେ 15 ହେଲା ଓଡ଼ାଙ୍କ 5 ହେଲା ମେଲାଙ୍କ; ତା ପୂର୍ବ ମିଶାଣରେ 10 ଓଡ଼ାଙ୍କକୁ 4 ମେଲାଙ୍କ; ତା ପୂର୍ବରେ 6 ଓଡ଼ାଙ୍କକୁ 3 ମେଲାଙ୍କ; ତା ପୂର୍ବରେ 3 ଓଡ଼ାଙ୍କକୁ 2 ମେଲାଙ୍କ ଅଟେ।) — (ଯଥା—1+2=3; 3+3=6; 6+4=1; 1+5=15; ଶେଷ ମିଶାଣରେ15ହେଲା ଓଡ଼ାଙ୍କ5ହେଲା ମେଲାଙ୍କ; ତା ପୂର୍ବ ମିଶାଣରେ10ଓଡ଼ାଙ୍କକୁ4ମେଲାଙ୍କ; ତା ପୂର୍ବରେ6ଓଡ଼ାଙ୍କକୁ3ମେଲାଙ୍କ; ତା ପୂର୍ବରେ3ଓଡ଼ାଙ୍କକୁ2ମେଲାଙ୍କ ଅଟେ)