ଓଡ଼ଶୀ ହଳଦୀ Oṟḍ̠aṡī haḻadī

  • ଦେ. ବି. (ସଂ. ଉଡ଼୍ର+ହରିଦ୍ରା) — ଏକ ପ୍ରକାର ଓଡ଼ିଶାଦେଶଜାତ ହଳଦୀ (ଏଥିର ରଙ୍ଗ ବନ ହଳଦୀ ଠାରୁ ଫକା) — A kind of turmeric produced in Oṟḍ̠iṡā (of a lighter colour than the turmeric produced in the Khondmals)