ଓଡ଼ାଙ୍କ ଧରିବା Oṟḍ̠āṅka dharibā

  • ଦେ. କ୍ରି — ମୂଳ ସଂଖ୍ୟା ସଙ୍ଗେ କ୍ରମୋର୍ଦ୍ଧ୍ୱ ସଂଖ୍ୟାମାନ ମିଶାଇ ମିଶାଇ ଅଙ୍କ କଷିବା — To work out an addition of successive numbers in the system of arithmetical progression
  • ଦେ. କ୍ରି — ଚାଟ ଓଡ଼ାଙ୍କ ଧରିବାର ବେଳେ ଓଝାଏ ଛାଟେ ପିଟି ଦେଲେ ତଳେ। ଲୀଳାବତୀ ସୂତ୍ର।
  • ଦେ. କ୍ରି — [ଦ୍ର— 1 ରେ ଯଥାକ୍ରମେ 2, 3, 4, 5 ମିଶାଇବା ରୀତି; 1+2=3; 3+3=6; 6+4=10; 10+5=15; 1+2=3 ଏଠାରେ 3 ହେଲା ଓଡ଼ାଙ୍କ, 2 ହେଲା ମେଲାଙ୍କ; 3+3=6 ସ୍ଥଳରେ 6 ହେଲା ଓଡ଼ାଙ୍କ, 3 ହେଲା ମେଲାଙ୍କ; 6+4=10 ସ୍ଥଳରେ 10 ହେଲା ଓଡ଼ାଙ୍କ, 4 ହେଲା ମେଲାଙ୍କ; ଏଥି ସମ୍ବନ୍ଧରେ ଏହିପରି ପ୍ରଶ୍ନ କରାଯାଏ; ଯଥା—ଓଡ଼ାଙ୍କ 10 କୁ ମେଲାଙ୍କ କେତେ? ଉତ୍ତର= 4 ; ଅର୍ଥାତ୍ 1 ସଙ୍ଗେ ଯଥାକ୍ରମେ 2, 3, 4 ପର୍ଯ୍ୟନ୍ତ ଯୋଗ କରି କରି ଗଲେ 4 ଯୋଗ କଲା ବେଳକୁ ଫଳ ହେବ 10 ।] — [ଦ୍ର—1ରେ ଯଥାକ୍ରମେ2, 3, 4, 5ମିଶାଇବା ରୀତି;1+2=3; 3+3=6; 6+4=10; 10+5=15; 1+2=3ଏଠାରେ3ହେଲା ଓଡ଼ାଙ୍କ,2ହେଲା ମେଲାଙ୍କ;3+3=6ସ୍ଥଳରେ6ହେଲା ଓଡ଼ାଙ୍କ,3ହେଲା ମେଲାଙ୍କ;6+4=10ସ୍ଥଳରେ10ହେଲା ଓଡ଼ାଙ୍କ,4ହେଲା ମେଲାଙ୍କ; ଏଥି ସମ୍ବନ୍ଧରେ ଏହିପରି ପ୍ରଶ୍ନ କରାଯାଏ; ଯଥା—ଓଡ଼ାଙ୍କ10କୁ ମେଲାଙ୍କ କେତେ? ଉତ୍ତର=4; ଅର୍ଥାତ୍1ସଙ୍ଗେ ଯଥାକ୍ରମେ2, 3, 4ପର୍ଯ୍ୟନ୍ତ ଯୋଗ କରି କରି ଗଲେ4ଯୋଗ କଲା ବେଳକୁ ଫଳ ହେବ10]