ଓଡ଼ାବାଡ଼ି Oṟḍ̠ābāḍi

  • ଦେ. ବି. (ଚାଟଶାଳିରେ ବ୍ୟବହୃତ) — ଓକାର; ବ୍ୟଞ୍ଜନ ବର୍ଣ୍ଣରେ ଓ ଯୁକ୍ତ ହେବା ଚିହ୍ନ;—'ୋ'— [ଏଥିରୁ ଓଡ଼ାଟି ବର୍ଣ୍ଣର ପିଠିରେ ଓ ବାଡ଼ିଟି ବର୍ଣ୍ଣର ଆଗରେ ଲାଗେ; ଯଥା—ଦ+ଓ=ଦୋ] — Symbol of the vowel 'O' (long o) added to a consonant