ଓଷଧୀଶ Oshadhīṡa

  • ସଂ. ବି. ( 6 ଷ୍ଠୀ ତତ୍. ଓଷଧୀ+ଈଶ; ପୁରାଣ ମତରେ ଚନ୍ଦ୍ର ଓଷଧୀମାନଙ୍କର ଅଧିପତି ଥିବାରୁ) — ଚନ୍ଦ୍ର; ନିଶାପତି; ଚନ୍ଦ୍ରମା — The moon
  • ସଂ. ବି. ( 6 ଷ୍ଠୀ ତତ୍. ଓଷଧୀ+ଈଶ; ପୁରାଣ ମତରେ ଚନ୍ଦ୍ର ଓଷଧୀମାନଙ୍କର ଅଧିପତି ଥିବାରୁ) — କର୍ପୂର — Camphor