ଓଷା Oshā

  • ଦେ. ବି. (ସଂ. ଉପବାସ) — ଉପାସ; ଅନଶନ ବ୍ରତ — Abstinence from food in observance of a religious vow; a religious fast
  • ଦେ. ବି. (ସଂ. ଉପବାସ) — ଶରୀରରେ ଯନ୍ତ୍ରଣା ଅର୍ପି ନାନା ଓଷା ବ୍ରତ ନ ପାଳି ନଗରବାସୀ। ଚିନ୍ତାମଣି— ବିକ୍ରମାଦିତ୍ୟ।
  • ଦେ. ବି. (ସଂ. ଉପବାସ) — ବ୍ରତ — A religious vow
  • ଦେ. ବି. (ସଂ. ଉପବାସ) — ରାଜମିସ୍ତ୍ରୀଙ୍କ ବ୍ୟବହୃତ କାନ୍ଥଆଦିର ପଲସ୍ତରା ସମତୁଲ କରିବାପାଇଁ ବ୍ୟବହୃତ କାଷ୍ଠ ଫଳକ — Mason's plane
  • ଦେ. ବି. (ସଂ. ଉପବାସ) — ଉଷାନାମ୍ନୀ ସ୍ତ୍ରୀର ଡାକନାମ — Name for calling Ushā
  • ଦେ. ବି. (ସଂ. ଉପବାସ) — [ଦ୍ର— 'ବ୍ରତ' ଓ 'ଓଷା'— ବ୍ରତକୁ ପୁରୁଷ ଓ ସ୍ତ୍ରୀ ସମସ୍ତେ କରନ୍ତି; କେବଳ ସ୍ତ୍ରୀମାନେ ପାଳିବା ବ୍ରତକୁ ଓଷା ବୋଲାଯାଏ। ଆମ ଦେଶର ସ୍ତ୍ରୀମାନେ ପାଳିବା ପ୍ରଧାନ ଓଷା। ଯଥା— କଉଡ଼ିଆ ବିଣାକ, ଷଠୀଓଷା, ଜହ୍ନିଓଷା, ବଡଓଷା, କାଞ୍ଜିଅଅଁଳା, ଋଷିପଞ୍ଚମୀ ଓଷା ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା, ନାଗଲଚଉଠୀ ଓଷା, ପଣ୍ଡ ଓଷା, ବୁଧେଇ ଓଷା, ଭାଇଦୁତିଆ ବା ଯମଦୁତିଆ ଓଷା, ପନ୍ଥେଇ ଓଷା, ସାବିତ୍ରୀ ଓଷା, ଦୁତିଆ ଓଷା, ଗୁରୁବାର, ବାଟଓଷା, ନାଗଲଚଉଠି ଓଷା, ମଙ୍ଗୁଳି ଓଷା, ପୁଷ ରଇବାର, ଚଇତି ମଙ୍ଗଳ— ବାର ଓ ପୁନିଅ ଓଷା।]