ଓଷଧୀ Oshadhī
- ସଂ. ବି. ସ୍ତ୍ରୀ. (ଉଷ୍=ଦୀପ୍ତ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଇ) — ଜ୍ୟୋତିର୍ଲତା; ଯେଉଁ ସବୁ ଲତା ରାତିରେ ଉଜ୍ୱଳ ଦିଶେ — Luminiferous plants; phosporescent plants; medicinal plants or herbs
- ସଂ. ବି. ସ୍ତ୍ରୀ. (ଉଷ୍=ଦୀପ୍ତ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଇ) — ଥରେ ଫଳ ପାଚିଲେ ଯେଉଁ ସବୁ ତରୁ ଲତା ଶୁଖି ଯାଏ; ଫଳପାକାନ୍ତ ବୃକ୍ଷଲତାଦି (ଯଥା—ଧାନ; କଦଳି) — Plants which wither after once bearing fruits (e.g. paddy; plantain etc.)