ଓଷା ଉଜୁଆଁ Oshā ujuāñ

  • ଦେ. ବି. (ସଂ. ଉପବାସ+ଉଦ୍ୟାପନ) — ବ୍ରତସମାପନ; ବ୍ରତର ଉଦ୍ୟାପନ; ବ୍ରତପାଳନ କ୍ରିୟାର ସମାପ୍ତି— କରଣ — Concluding the observance of a religious fasting; the concluding ceremony of a religious fast